Monday, February 23, 2015
କୋରାପୁଟ ଆଦିବାସୀ ସଂଗ୍ରହାଳୟ ପରିସରରେ ଫେବୃଆରୀ ୨୧ ଓ ୨୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ‘ଦେଶିଆ ଭାଷା ସମ୍ମିଳନୀ’କୁ ଓଡ଼ିଶାର ପ୍ରାକ୍ତନ ରାଜ୍ୟ ନିର୍ବାଚନ କମିସନ ଶ୍ରୀ ସଂଜୀବ ଚନ୍ଦ୍ର ହୋତା ଉଦ୍ଘାଟନ କରିଥିଲେ । ଆଂଚଳିକ ‘ଉପଭାଷା’ ବା ‘ବୋଲି’ କୁହାଯାଉଥିବା ସମସ୍ତ ଶବ୍ଦ ତଥା ଭାଷାମାନଙ୍କୁ ଶାସ୍ତ୍ରୀୟ ଓଡ଼ିଆ ଭାଷାରେ ଉପଯୁକ୍ତ ସମ୍ମାନର ସହ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ସଂସ୍କୃତି, ଭାଷା ଶିକ୍ଷା ପାଇଁ ଉର୍ଦ୍ଧିଷ୍ଟ ବିଭାଗମାନଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯିବା ପାଇଁ ସମ୍ମିଳନୀରେ ସିଦ୍ଧାନ୍ତ ଗ୍ରହଣ କରାଗଲା ।
Home
Subscribe to:
Comments (Atom)